The children in you! June 12, 2026 ପାପା ର ପରା ପାପା ର ପରା ଆଗେ ଆଗେ ପାପା ପଛେ ପଛେ ପରା ଦିଶୁଛି ଗୋରା ଖାଉଛି ବରା ଆଖି ଲୁଚାଏ ଦେଖିଲେ ଖରା ପାପା ର ପରା ପାପା ର ପରା ଚାଲୁଛି ଝୁଲି ଖେଳଇ ବୁଲି ହସରୁ ତାର ଝରି ପଡୁଛି ଟୋପା ଟୋପା ହୀରା ପାପା ର ପରା ପାପା ର ପରା © adarsh. ALL RIGHTS RESERVED. Read more
ମା ଓ ତାର ଶିଶୁଟିଏ May 26, 2026 ମମି ର ମଗରମଛ ହୁଏ ସଦା ପଛ ପଛ ଯୁଆଡେ ଗଲେ ସିଆଡେ ଯାଏ ଦେଖୁଚି ଗଛ ଦେଖୁଚି ଗଛ ମମି ର ମଗରମଛ ଆଖି କରେ ମଚ ମଚ ଯୁଆଡେ ଗଲେ ସେଆଡେ଼ ଯାଏ ହେଉଥାଏ ପଛ ପଛ ହସ ଟି ତାର କାଚ ଭଳିଆ ଚାଲି ଟି ତାର ହଲି ଝୁଲିଆ ବୟସ ମାତ୍ର ଆଠ ମମି ର ମଗରମଛ ହେଉଥାଏ ପଛ ପଛ © adarsh. ALL RIGHTS RESERVED. Read more